ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ଦୁଇ ଥର ହେବ । ପ୍ରଥମ ଓ ଦ୍ୱିତୀୟ ଜେଇଇ ପାଇଁ ତାରିଖ ଘୋଷଣା କରାଯାଇଛି । ସେହିଅନୁଯାୟୀ ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଏବଂ ମେ ୨୪ ରୁ ୨୯ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ ।
ଜେଇଇ ମେନ୍ ପାଇଁ ମାର୍ଚ୍ଚ ୧ ରୁ ୩୧ ଯାଏଁ ଆବେଦନ କରିପାରିବେ । ୨ ଟି ସିଫ୍ଟରେ ହେବ ପରୀକ୍ଷା ।