ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମେ ୩୧ ରେ ଖରାଛୁଟି ଶେଷ ହେଉଥିବାରୁ ଜୁନ୍ ୧ ରୁ ଖୋଲିବାକୁ ଯାଉଛି ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ । ସେହିପରି ଜୁନ୍ ୧ ରୁ ଅନଲାଇନ କ୍ଲାସ ହେବ ବୋଲି ବିଜ୍ଞପ୍ତି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ।
ବିଶ୍ୱବିଦ୍ୟାଳ ଏବଂ ମହାବିଦ୍ୟାଳୟ ଖୋଲିବା ପରେ କୌଣସି ଛାଛ୍ରଛାତ୍ରୀ ଶ୍ରେୀଣୀ ଗୃହକୁ ଯାଇ କ୍ଲାସ କରିବେ ନାହିଁ ଅନଲାଇନ୍ ଯୋଗେ କ୍ଲାସ କରିବେ । ଏହାସହିତ ହଷ୍ଟେଲ ଗୁଡିକ ପରିବର୍ତ୍ତୀ ନିର୍ଦ୍ଦଶ ଆସିବା ଯାଏଁ ବନ୍ଦ ରହିବ । ସେହିପରି ୟୁଜିସି ପକ୍ଷରୁ ସୂଚନା ମିଳିବା ପରେ ପରୀକ୍ଷା କାର୍ଯ୍ୟସୂଚୀ ବିଷୟରେ ଜଣାଯିବ ।