ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ମେ’ ମାସରେ ଜୁନିଅର ରିସର୍ଚ୍ଚ ଫେଲୋସିପ ଏବଂ ଇଲିଜିବିଲିଟ ଫର୍ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୟୁଜିସି ନେଟ ପରୀକ୍ଷା ଆରମ୍ଭ କରିବ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନଟିଏ) । ଏଜେନ୍ସି ପକ୍ଷରୁ ମେ’ ୨,୩,୪,୫,୬,୭,୧୦,୧୧, ୧୨,୧୪ ଏବଂ ୧୭ ରେ ପରୀକ୍ଷା ଆୟୋଜିତ ହେବ ।
ଅନ୍ୟପଟେ ୟୁଜିସି-ନେଟ ୨୦୨୧ ପରିକ୍ଷା ନେଇ ନିଜେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିରେ ସେ ୟୁଜିସି ନେଟ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ।
📢Announcement
National Testing Agency (@DG_NTA) will conduct next UGC-NET exam for Junior Research Fellowship & eligibility for Assistant Professor on 2, 3, 4, 5, 6, 7, 10, 11, 12, 14 & 17 May 2021.
Read circular attached for more info! Good luck to all participants.#UGCNET pic.twitter.com/5j1zifvjD1— Dr. Ramesh Pokhriyal Nishank (@DrRPNishank) February 2, 2021