ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ୍ ନିଜର ଏକ ଆପ୍ କୁ ବନ୍ଦ କରିଛି । ଏହି ଆପ୍ ସେ ୨୦୧୧ ମସିହାରେ ଆରମ୍ଭ କରିଥିଲା । ଦୀର୍ଘ ଦିନ ପରେ ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ୟୁଟ୍ୟୁବ ମ୍ୟୁଜିକ ଆରମ୍ଭ କରିବାବେଳେ ଏହା ବିଷୟରେ ଜଣା ପଡ଼ି ଯାଇଥିଲା।
ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ୮ବର୍ଷ ତଳେ ୨୦୧୧ମସିହାରେ ଲଞ୍ଚ କରାଯାଇଥିଲା। କିଛି ସମୟ ଯାଏଁ ଏହାକୁ ଭିଟାରେ ରଖାଯାଇଥିଲା ଏବଂ ଏହା ପରେ ୨୦୧୧ମସିହାର ନଭେମ୍ବରରେ ଏହାକୁ ଫାଇନାଲ୍ ଲଞ୍ଚ କରାଯାଇଥିଲା। ଏବର୍ଷ ଅଗଷ୍ଟରେ ଗୁଗଲ୍ ସୂଚନା ଦେଇଥିଲା ଯେ କମ୍ପାନୀ ଏବେ ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ଧୀରେ ଧୀରେ ବନ୍ଦ କରିବ। ତେଣୁ କମ୍ପାନୀ ଏହାକୁ ୟୁଟ୍ୟୁବ ମ୍ୟୁଜିକରୁ ରିପ୍ଲେସ୍ କରୁଛି। ଏବେ ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ଅଫିସିଆଲି ସଟ୍ ଡାଉନ୍ କରାଯାଉଛି। ଗୁଗୁଲ୍ ପ୍ଲେ ମ୍ୟୁଜିକ୍ ଆପ୍ ଓପନ କରିବା ମାତ୍ରେ ଏହି ସର୍ଭିସ୍ ଶଟ୍ ଡାଉନ୍ କରାଯିବାର ମ୍ୟାସେଜ ଦିଆଯାଉଛି।ୟୁଟ୍ୟୁବ୍ ମ୍ୟୁଜିକ୍ ରେ ଆପଣଙ୍କ ପାଖରେ ସବସ୍କ୍ରିପ୍ସନ ଅପ୍ସନ୍ ରହିଛି। ଟଙ୍କା ଦେଇ ଆପଣ ସବସ୍କ୍ରିପ୍ସନ୍ ନେଇପାରିବେ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024