ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବିଳମ୍ବ ହୋଇଥିଲା ତେଣୁ ତାଙ୍କୁ ବିଷ ଦିଆଯାଇଥାଇ ପାରେ । ତାଙ୍କ ଶରୀରରେ ଥିବା ବିଷକୁ କାଢିବା ପାଇଁ ପୋଷ୍ଟମର୍ଟମ ବିଳମ୍ଭ କରାଯାଇଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସେ ପୂର୍ବରୁ କହିଆସୁଛନ୍ତି ଯେ ତାଙ୍କ ମୃତ୍ୟୁର କାରଣ ଅତ୍ମହତ୍ୟା ନଥିଲା ,ଏହା ଥିଲା ହତ୍ୟା । ବର୍ତ୍ତମାନ ତାଙ୍କୁ ହତ୍ୟା କରିଥିବା କରିଥିବା ହତ୍ୟାକାରୀଙ୍କ ଧିରେ ଧିରେ ପର୍ଦ୍ଦାଫାସ ହେଉଛି । ଯେଉଁମାନେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ତାଙ୍କୁ ଉଚିତ ସାସ୍ତି ଦବା ପାଇଁ ସେ ଟ୍ୱିଟ କରି କହିଛନ୍ତି ।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରିସାରିଛି । ସିବିଆଇ ଟିମ ରିୟା ରକ୍ରବର୍ତ୍ତିଙ୍କ ଘନିଷ୍ଠ ବନ୍ଧୁ ସାମୁଏଲ୍ ମିରାଣ୍ଡାଙ୍କୁ ପୁଣିଥରେ ପ୍ରଶ୍ନ କରିବ ବୋଲି ଆଶା କରାଯାଉଛି। ସୋମବାର ଟିମ କୁପର ହସ୍ପିଟାଲ୍ ପରିଦର୍ଶନ କରି ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି ଓ ତାଙ୍କ ରୋଷେୟା ନୀରଜ ସିଂଙ୍କୁ ମୃତ୍ୟୁ ପୂର୍ବରୁ ଘଟିଥିବା ଘଟଣାରେ ବାବଦାରେ ପଚରା ଉଚରା କରିଥିଲେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024