ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୦ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Dhenkanal: 6
8. Gajapati: 2
9. Ganjam: 2
10. Jagatsinghpur: 6
11. Jajpur: 3
12. Kalahandi: 11
13. Kandhamal: 2
14. Kendrapada: 7
15. Keonjhar: 3
16. Khurda: 56
17. Koraput: 2
18. Mayurbhanj: 3
19. Nayagarh: 5
20. Nuapada: 8
21. Puri: 3
22. Rayagada: 2— I & PR Department, Odisha (@IPR_Odisha) September 16, 2022
23. Sambalpur: 9
24. Sonepur: 6
25. Sundargarh: 22
26. State Pool: 9New recoveries: 234
Cumulative tested: 33397341
Positive: 1331353
Recovered: 1320450
Active cases: 1664— I & PR Department, Odisha (@IPR_Odisha) September 16, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୩୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୧୩୫୩ ରହିଥିବା ବେଳେ ୧୬୬୪ ଜଣ ଚିକିତ୍ସିତ ହେଉଛନ୍ତି ।