ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୨୦ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 2
8. Gajapati: 6
9. Ganjam: 4
10. Jagatsinghpur: 9
11. Jajpur: 4
12. Jharsuguda: 1
13. Kalahandi: 4
14. Kandhamal: 2
15. Kendrapada: 1
16. Keonjhar: 4
17. Khurda: 46
18. Mayurbhanj: 11
19. Nawarangpur: 3
20. Nayagarh: 5
21. Nuapada: 3
22. Puri: 9
23. Rayagada: 1— I & PR Department, Odisha (@IPR_Odisha) September 30, 2022
24. Sambalpur: 12
25. Sonepur: 3
26. Sundargarh: 25
27. State Pool: 10New recoveries: 181
Cumulative tested: 33576833
Positive: 1334090
Recovered: 1323437
Active cases: 1407— I & PR Department, Odisha (@IPR_Odisha) September 30, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୮୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୪୦୯୦ ରହିଥିବା ବେଳେ ୧୪୦୭ ଜଣ ଚିକିତ୍ସିତ ହେଉଛନ୍ତି ।