ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 20th Oct
New Positive Cases: 57
Of which 0-18 years: 5
In quarantine: 34
Local contacts: 23(Details of local contacts will be shared by concerned District)
1. Balasore: 4
2. Bargarh: 3
3. Balangir: 3
4. Boudh: 2
5. Cuttack: 1
6. Deogarh: 2— I & PR Department, Odisha (@IPR_Odisha) October 21, 2022
7. Jagatsinghpur: 2
8. Jajpur: 3
9. Kalahandi: 1
10. Khurda: 10
11. Koraput: 2
12. Nayagarh: 1
13. Nuapada: 2
14. Puri: 4
15. Sambalpur: 3
16. Sundargarh: 12
17. State Pool: 2New recoveries: 73
Cumulative tested: 33760790
Positive: 1335751
Recovered: 1326031
Active cases: 465— I & PR Department, Odisha (@IPR_Odisha) October 21, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୭୫୧ ରହିଥିବା ବେଳେ ୪୬୫ ଜଣ ଚିକିତ୍ସିତ ହେଉଛନ୍ତି ।