ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 21st Oct
New Positive Cases: 57
Of which 0-18 years: 8
In quarantine: 32
Local contacts: 25(Details of local contacts will be shared by concerned District)
1. Balasore: 4
2. Cuttack: 4
3. Deogarh: 4
4. Gajapati: 2
5. Jagatsinghpur: 1
6. Jajpur: 1— I & PR Department, Odisha (@IPR_Odisha) October 22, 2022
7. Kalahandi: 1
8. Khurda: 8
9. Koraput: 1
10. Nayagarh: 4
11. Nuapada: 1
12. Puri: 1
13. Rayagada: 1
14. Sambalpur: 2
15. Sonepur: 1
16. Sundargarh: 19
17. State Pool: 2New recoveries: 74
Cumulative tested: 33769900
Positive: 1335808
Recovered: 1326105
Active cases: 448— I & PR Department, Odisha (@IPR_Odisha) October 22, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୮୦୮ ରହିଥିବା ବେଳେ ୪୪୮ ଜଣ ଚିକିତ୍ସିତ ହେଉଛନ୍ତି ।