ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୦୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 161
8. Deogarh: 20
9. Dhenkanal: 35
10. Gajapati: 47
11. Ganjam: 27
12. Jagatsinghpur: 48
13. Jajpur: 52
14. Jharsuguda: 13
15. Kalahandi: 22
16. Kandhamal: 62
17. Kendrapada: 30
18. Keonjhar: 43
19. Khurda: 233
20. Koraput: 87
21. Malkangiri: 6
22. Mayurbhanj: 60— I & PR Department, Odisha (@IPR_Odisha) February 11, 2022
23. Nawarangpur: 20
24. Nayagarh: 35
25. Nuapada: 23
26. Puri: 39
27. Rayagada: 74
28. Sambalpur: 73
29. Sonepur: 12
30. Sundargarh: 113
31. State Pool: 49New recoveries: 3279
Cumulative tested: 28293841
Positive: 1274575
Recovered: 1251431
Active cases: 14253— I & PR Department, Odisha (@IPR_Odisha) February 11, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୩୨୭୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୪୫୭୫ ରହିଥିବା ବେଳେ ୧୪୨୫୩ ଜଣ ଚିକିତ୍ସିତ ହେଉଛନ୍ତି ।