ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୨୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୪୭ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 15
8. Deogarh: 2
9. Dhenkanal: 3
10. Gajapati: 24
11. Ganjam: 3
12. Jagatsinghpur: 5
13. Jajpur: 26
14. Jharsuguda: 6
15. Kalahandi: 13
16. Kandhamal: 4
17. Kendrapada: 5
18. Keonjhar: 8
19. Khurda: 93
20. Koraput: 17
21. Malkangiri: 1
22. Mayurbhanj: 14— I & PR Department, Odisha (@IPR_Odisha) February 19, 2022
23. Nawarangpur: 5
24. Nayagarh: 21
25. Nuapada: 10
26. Puri: 8
27. Rayagada: 32
28. Sambalpur: 17
29. Sonepur: 10
30. Sundargarh: 121
31. State Pool: 18New recoveries: 1272
Cumulative tested: 28766032
Positive: 1281989
Recovered: 1265843
Active cases: 7099— I & PR Department, Odisha (@IPR_Odisha) February 19, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୨୭୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୧୯୮୯ ରହିଥିବା ବେଳେ ୭୦୯୯ ଜଣ ଚିକିତ୍ସିତ ହେଉଛନ୍ତି ।