ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 23rd March
New Positive Cases: 38
Of which 0-18 years: 9
In quarantine: 23
Local contacts: 15(Details of local contacts will be shared by concerned District)
1. Balasore: 2
2. Bargarh: 1
3. Boudh: 1
4. Gajapati: 8
5. Ganjam: 2
6. Jagatsinghpur: 1— I & PR Department, Odisha (@IPR_Odisha) March 24, 2022
7. Jajpur: 6
8. Jharsuguda: 1
9. Kendrapada: 2
10. Khurda: 6
11. Mayurbhanj: 1
12. Sambalpur: 2
13. Sundargarh: 4
14. State Pool: 1New recoveries: 97
Cumulative tested: 30353568
Positive: 1287323
Recovered: 1277677
Active cases: 476— I & PR Department, Odisha (@IPR_Odisha) March 24, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୯୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୭୩୨୩ ରହିଥିବା ବେଳେ ୪୭୬ ଜଣ ଚିକିତ୍ସିତ ହେଉଛନ୍ତି ।