ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ୪୩୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୦୦ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 4
8. Dhenkanal: 3
9. Gajapati: 10
10. Ganjam: 6
11. Jagatsinghpur: 22
12. Jajpur: 18
13. Jharsuguda: 12
14. Kalahandi: 10
15. Kandhamal: 2
16. Kendrapada: 15
17. Keonjhar: 6
18. Khurda: 335
19. Koraput: 4
20. Mayurbhanj: 28
21. Nawarangpur: 9
22. Nayagarh: 19— I & PR Department, Odisha (@IPR_Odisha) July 15, 2022
23. Nuapada: 9
24. Puri: 28
25. Rayagada: 1
26. Sambalpur: 31
27. Sonepur: 32
28. Sundargarh: 106
29. State Pool: 79New recoveries: 479
Cumulative tested: 32314102
Positive: 1297175
Recovered: 1283169
Active cases: 4825— I & PR Department, Odisha (@IPR_Odisha) July 15, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୪୭୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୭୧୭୫ ରହିଥିବା ବେଳେ ୪୮୨୫ ଜଣ ଚିକିତ୍ସିତ ହେଉଛନ୍ତି ।