ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୯୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୬୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 109
8. Deogarh: 3
9. Dhenkanal: 3
10. Gajapati: 6
11. Ganjam: 2
12. Jagatsinghpur: 15
13. Jajpur: 28
14. Jharsuguda: 33
15. Kalahandi: 6
16. Kandhamal: 5
17. Kendrapada: 11
18. Keonjhar: 14
19. Khurda: 312
20. Koraput: 9
21. Mayurbhanj: 102
22. Nawarangpur: 12— I & PR Department, Odisha (@IPR_Odisha) July 21, 2022
23. Nayagarh: 36
24. Puri: 27
25. Rayagada: 19
26. Sambalpur: 70
27. Sonepur: 52
28. Sundargarh: 174
29. State Pool: 70New recoveries: 804
Cumulative tested: 32433925
Positive: 1303191
Recovered: 1286915
Active cases: 7093— I & PR Department, Odisha (@IPR_Odisha) July 21, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୦୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୩୧୯୧ ରହିଥିବା ବେଳେ ୭୦୯୩ ଜଣ ଚିକିତ୍ସିତ ହେଉଛନ୍ତି ।