ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୮୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୪୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 104
8. Deogarh: 10
9. Dhenkanal: 1
10. Gajapati: 4
11. Ganjam: 1
12. Jagatsinghpur: 8
13. Jajpur: 34
14. Jharsuguda: 17
15. Kalahandi: 32
16. Kandhamal: 13
17. Kendrapada: 13
18. Keonjhar: 12
19. Khurda: 252
20. Koraput: 13
21. Mayurbhanj: 97
22. Nawarangpur: 9— I & PR Department, Odisha (@IPR_Odisha) July 22, 2022
23. Nayagarh: 30
24. Nuapada: 13
25. Puri: 20
26. Rayagada: 23
27. Sambalpur: 111
28. Sonepur: 18
29. Sundargarh: 194
30. State Pool: 57New recoveries: 1026
Cumulative tested: 32456798
Positive: 1304369
Recovered: 1287941
Active cases: 7245— I & PR Department, Odisha (@IPR_Odisha) July 22, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୦୨୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୪୩୬୯ ରହିଥିବା ବେଳେ ୭୨୪୫ ଜଣ ଚିକିତ୍ସିତ ହେଉଛନ୍ତି ।