ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୭୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୦୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୬୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 38
8. Deogarh: 8
9. Dhenkanal: 3
10. Gajapati: 7
11. Jagatsinghpur: 8
12. Jajpur: 16
13. Jharsuguda: 20
14. Kalahandi: 30
15. Kandhamal: 19
16. Kendrapada: 8
17. Keonjhar: 10
18. Khurda: 150
19. Koraput: 16
20. Malkangiri: 1
21. Mayurbhanj: 84
22. Nawarangpur: 28— I & PR Department, Odisha (@IPR_Odisha) July 30, 2022
23. Nayagarh: 24
24. Nuapada: 10
25. Puri: 6
26. Rayagada: 8
27. Sambalpur: 71
28. Sonepur: 23
29. Sundargarh: 259
30. State Pool: 32New recoveries: 1136
Cumulative tested: 32624009
Positive: 1312116
Recovered: 1296293
Active cases: 6632— I & PR Department, Odisha (@IPR_Odisha) July 30, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୧୩୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୨୧୧୬ ରହିଥିବା ବେଳେ ୬୬୩୨ ଜଣ ଚିକିତ୍ସିତ ହେଉଛନ୍ତି ।