ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୬୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୫୭ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 8
8. Dhenkanal: 2
9. Gajapati: 6
10. Ganjam: 1
11. Jagatsinghpur: 5
12. Jajpur: 16
13. Jharsuguda: 23
14. Kalahandi: 63
15. Kandhamal: 8
16. Kendrapada: 6
17. Keonjhar: 5
18. Khurda: 140
19. Koraput: 6
20. Mayurbhanj: 59
21. Nawarangpur: 12
22. Nayagarh: 21— I & PR Department, Odisha (@IPR_Odisha) August 4, 2022
23. Nuapada: 12
24. Puri: 2
25. Rayagada: 14
26. Sambalpur: 72
27. Sonepur: 17
28. Sundargarh: 220
29. State Pool: 27New recoveries: 928
Cumulative tested: 32723387
Positive: 1316473
Recovered: 1300951
Active cases: 6325— I & PR Department, Odisha (@IPR_Odisha) August 4, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୯୨୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୬୪୭୩ ରହିଥିବା ବେଳେ ୬୩୨୫ ଜଣ ଚିକିତ୍ସିତ ହେଉଛନ୍ତି ।