ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୭୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩୨ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 14
8. Deogarh: 7
9. Dhenkanal: 3
10. Gajapati: 6
11. Ganjam: 1
12. Jajpur: 8
13. Jharsuguda: 9
14. Kalahandi: 36
15. Kandhamal: 13
16. Kendrapada: 2
17. Keonjhar: 1
18. Khurda: 70
19. Koraput: 11
20. Malkangiri: 2
21. Mayurbhanj: 43
22. Nawarangpur: 34— I & PR Department, Odisha (@IPR_Odisha) August 8, 2022
23. Nayagarh: 18
24. Nuapada: 16
25. Puri: 7
26. Rayagada: 15
27. Sambalpur: 58
28. Sonepur: 21
29. Sundargarh: 137
30. State Pool: 15New recoveries: 704
Cumulative tested: 32804399
Positive: 1319527
Recovered: 1304527
Active cases: 5798— I & PR Department, Odisha (@IPR_Odisha) August 8, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୦୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୯୫୨୭ ରହିଥିବା ବେଳେ ୫୭୯୮ ଜଣ ଚିକିତ୍ସିତ ହେଉଛନ୍ତି ।