ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୩୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୭୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Gajapati: 4
8. Ganjam: 1
9. Jagatsinghpur: 7
10. Jajpur: 10
11. Jharsuguda: 3
12. Kalahandi: 10
13. Kandhamal: 4
14. Kendrapada: 3
15. Keonjhar: 2
16. Khurda: 54
17. Koraput: 3
18. Malkangiri: 1
19. Mayurbhanj: 4
20. Nawarangpur: 13
21. Nayagarh: 49
22. Nuapada: 9— I & PR Department, Odisha (@IPR_Odisha) September 7, 2022
23. Puri: 9
24. Rayagada: 2
25. Sambalpur: 8
26. Sonepur: 3
27. Sundargarh: 61
28. State Pool: 12New recoveries: 289
Cumulative tested: 33273387
Positive: 1329203
Recovered: 1318351
Active cases: 1616— I & PR Department, Odisha (@IPR_Odisha) September 7, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୮୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୯୨୦୩ ରହିଥିବା ବେଳେ ୧୬୧୬ ଜଣ ଚିକିତ୍ସିତ ହେଉଛନ୍ତି ।