ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 2
8. Dhenkanal: 1
9. Gajapati: 1
10. Ganjam: 4
11. Jagatsinghpur: 1
12. Jajpur: 2
13. Jharsuguda: 1
14. Kalahandi: 9
15. Kandhamal: 3
16. Keonjhar: 2
17. Khurda: 53
18. Koraput: 1
19. Mayurbhanj: 10
20. Nawarangpur: 11
21. Nayagarh: 9
22. Nuapada: 6— I & PR Department, Odisha (@IPR_Odisha) September 17, 2022
23. Puri: 8
24. Rayagada: 2
25. Sambalpur: 9
26. Sonepur: 3
27. Sundargarh: 24
28. State Pool: 11New recoveries: 267
Cumulative tested: 33411655
Positive: 1331586
Recovered: 1320717
Active cases: 1630— I & PR Department, Odisha (@IPR_Odisha) September 17, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୬୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୧୫୮୬ ରହିଥିବା ବେଳେ ୧୬୩୦ ଜଣ ଚିକିତ୍ସିତ ହେଉଛନ୍ତି ।