ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ପୁଣି ଥରେ ବୃଦ୍ଧି ପାଉଛି । ସଂକ୍ରମଣ ହାର ଏବେ ଦୃତ ଗତିରେ ବଢି ଚାଲିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୮୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୭୯୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୨୫୮ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 148
8. Deogarh: 16
9. Dhenkanal: 4
10. Gajapati: 2
11. Ganjam: 34
12. Jagatsinghpur: 19
13. Jajpur: 30
14. Jharsuguda: 66
15. Kalahandi: 14
16. Kandhamal: 1
17. Kendrapada: 2
18. Keonjhar: 31
19. Khurda: 669
20. Koraput: 15
21. Malkangiri: 1
22. Mayurbhanj: 40— I & PR Department, Odisha (@IPR_Odisha) January 6, 2022
23. Nawarangpur: 25
24. Nayagarh: 14
25. Nuapada: 12
26. Puri: 54
27. Rayagada: 7
28. Sambalpur: 125
29. Sonepur: 13
30. Sundargarh: 262
31. State Pool: 158New recoveries: 138
Cumulative tested: 25894067
Positive: 1059773
Recovered: 1045514
Active cases: 5739— I & PR Department, Odisha (@IPR_Odisha) January 6, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୩୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୯୭୭୩ ରହିଥିବା ବେଳେ ୫୭୩୯ ଜଣ ଚିକିତ୍ସିତ ହେଉଛନ୍ତି ।