ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୫୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୭୨ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 65
8. Deogarh: 9
9. Dhenkanal: 9
10. Gajapati: 39
11. Ganjam: 18
12. Jagatsinghpur: 15
13. Jajpur: 45
14. Jharsuguda: 24
15. Kalahandi: 10
16. Kandhamal: 8
17. Kendrapada: 25
18. Keonjhar: 16
19. Khurda: 105
20. Koraput: 71
21. Malkangiri: 12
22. Mayurbhanj: 34— I & PR Department, Odisha (@IPR_Odisha) February 14, 2022
23. Nawarangpur: 11
24. Nayagarh: 19
25. Nuapada: 13
26. Puri: 16
27. Rayagada: 29
28. Sambalpur: 35
29. Sonepur: 18
30. Sundargarh: 62
31. State Pool: 23New recoveries: 1845
Cumulative tested: 28478066
Positive: 1278121
Recovered: 1257840
Active cases: 11324— I & PR Department, Odisha (@IPR_Odisha) February 14, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୮୪୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୧୨୧ ରହିଥିବା ବେଳେ ୧୧୩୨୪ ଜଣ ଚିକିତ୍ସିତ ହେଉଛନ୍ତି ।