ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୨୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୪୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୨୨ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Dhenkanal: 2
8. Gajapati: 3
9. Ganjam: 6
10. Jagatsinghpur: 21
11. Jajpur: 21
12. Jharsuguda: 18
13. Kalahandi: 14
14. Kandhamal: 6
15. Kendrapada: 18
16. Keonjhar: 4
17. Khurda: 361
18. Koraput: 3
19. Malkangiri: 1
20. Mayurbhanj: 52
21. Nawarangpur: 5
22. Nayagarh: 18— I & PR Department, Odisha (@IPR_Odisha) July 16, 2022
23. Nuapada: 11
24. Puri: 44
25. Rayagada: 13
26. Sambalpur: 58
27. Sonepur: 31
28. Sundargarh: 111
29. State Pool: 76New recoveries: 514
Cumulative tested: 32333644
Positive: 1298240
Recovered: 1283683
Active cases: 5376— I & PR Department, Odisha (@IPR_Odisha) July 16, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୫୧୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୮୨୪୦ ରହିଥିବା ବେଳେ ୫୩୭୬ ଜଣ ଚିକିତ୍ସିତ ହେଉଛନ୍ତି ।