ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୮୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୫୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 63
8. Deogarh: 9
9. Dhenkanal: 5
10. Gajapati: 5
11. Ganjam: 3
12. Jagatsinghpur: 11
13. Jajpur: 16
14. Jharsuguda: 13
15. Kalahandi: 19
16. Kandhamal: 28
17. Kendrapada: 5
18. Keonjhar: 10
19. Khurda: 316
20. Koraput: 16
21. Malkangiri: 1
22. Mayurbhanj: 87— I & PR Department, Odisha (@IPR_Odisha) July 27, 2022
23. Nawarangpur: 16
24. Nayagarh: 25
25. Nuapada: 9
26. Puri: 8
27. Rayagada: 12
28. Sambalpur: 89
29. Sonepur: 14
30. Sundargarh: 261
31. State Pool: 48New recoveries: 1216
Cumulative tested: 32558456
Positive: 1309085
Recovered: 1292885
Active cases: 7011— I & PR Department, Odisha (@IPR_Odisha) July 27, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୨୧୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୯୦୮୫ ରହିଥିବା ବେଳେ ୭୦୧୧ ଜଣ ଚିକିତ୍ସିତ ହେଉଛନ୍ତି ।