ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୨୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୭୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 68
8. Deogarh: 5
9. Dhenkanal: 2
10. Gajapati: 7
11. Jagatsinghpur: 6
12. Jajpur: 15
13. Jharsuguda: 12
14. Kalahandi: 38
15. Kandhamal: 22
16. Keonjhar: 11
17. Khurda: 173
18. Koraput: 13
19. Mayurbhanj: 70
20. Nawarangpur: 28
21. Nayagarh: 17
22. Nuapada: 13— I & PR Department, Odisha (@IPR_Odisha) July 31, 2022
23. Puri: 8
24. Rayagada: 14
25. Sambalpur: 93
26. Sonepur: 24
27. Sundargarh: 222
28. State Pool: 39New recoveries: 1051
Cumulative tested: 32643963
Positive: 1313145
Recovered: 1297344
Active cases: 6608— I & PR Department, Odisha (@IPR_Odisha) July 31, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୦୫୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୩୧୪୫ ରହିଥିବା ବେଳେ ୬୬୦୮ ଜଣ ଚିକିତ୍ସିତ ହେଉଛନ୍ତି ।