ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୬୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୨୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 19
8. Deogarh: 4
9. Dhenkanal: 1
10. Gajapati: 7
11. Ganjam: 15
12. Jagatsinghpur: 5
13. Jajpur: 14
14. Jharsuguda: 6
15. Kalahandi: 30
16. Kandhamal: 15
17. Kendrapada: 7
18. Keonjhar: 2
19. Khurda: 96
20. Koraput: 13
21. Mayurbhanj: 33
22. Nawarangpur: 14— I & PR Department, Odisha (@IPR_Odisha) August 10, 2022
23. Nayagarh: 17
24. Nuapada: 8
25. Puri: 3
26. Rayagada: 4
27. Sambalpur: 46
28. Sonepur: 14
29. Sundargarh: 173
30. State Pool: 21New recoveries: 988
Cumulative tested: 32837766
Positive: 1320667
Recovered: 1306249
Active cases: 5213— I & PR Department, Odisha (@IPR_Odisha) August 10, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୯୮୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୦୬୬୭ ରହିଥିବା ବେଳେ ୫୨୧୩ ଜଣ ଚିକିତ୍ସିତ ହେଉଛନ୍ତି ।