ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୧ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Ganjam: 5
8. Jagatsinghpur: 5
9. Jajpur: 8
10. Jharsuguda: 1
11. Kalahandi: 3
12. Kandhamal: 1
13. Kendrapada: 4
14. Keonjhar: 2
15. Khurda: 48
16. Koraput: 5
17. Mayurbhanj: 4
18. Nawarangpur: 5
19. Nayagarh: 8
20. Nuapada: 8
21. Puri: 4— I & PR Department, Odisha (@IPR_Odisha) September 4, 2022
22. Rayagada: 2
23. Sambalpur: 2
24. Sonepur: 3
25. Sundargarh: 49
26. State Pool: 11New recoveries: 214
Cumulative tested: 33233657
Positive: 1328465
Recovered: 1317492
Active cases: 1740— I & PR Department, Odisha (@IPR_Odisha) September 4, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୧୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୮୪୬୫ ରହିଥିବା ବେଳେ ୧୭୪୦ ଜଣ ଚିକିତ୍ସିତ ହେଉଛନ୍ତି ।