ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ପୁଣି ଥରେ ବୃଦ୍ଧି ପାଉଛି । ସଂକ୍ରମଣ ହାର ଏବେ ଦୃତ ଗତିରେ ବଢି ଚାଲିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୭୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୭୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୨୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୦୯ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 191
8. Deogarh: 37
9. Dhenkanal: 3
10. Gajapati: 9
11. Ganjam: 27
12. Jagatsinghpur: 13
13. Jajpur: 78
14. Jharsuguda: 106
15. Kalahandi: 13
16. Kandhamal: 3
17. Kendrapada: 6
18. Keonjhar: 33
19. Khurda: 926
20. Koraput: 19
21. Malkangiri: 1
22. Mayurbhanj: 42— I & PR Department, Odisha (@IPR_Odisha) January 7, 2022
23. Nawarangpur: 29
24. Nayagarh: 6
25. Nuapada: 10
26. Puri: 54
27. Rayagada: 22
28. Sambalpur: 179
29. Sonepur: 10
30. Sundargarh: 454
31. State Pool: 211New recoveries: 204
Cumulative tested: 25963037
Positive: 1062476
Recovered: 1045718
Active cases: 8237— I & PR Department, Odisha (@IPR_Odisha) January 7, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୦୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୨୪୭୬ ରହିଥିବା ବେଳେ ୮୨୩୭ ଜଣ ଚିକିତ୍ସିତ ହେଉଛନ୍ତି ।