ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ପୁଣି ଥରେ ବୃଦ୍ଧି ପାଉଛି । ସଂକ୍ରମଣ ହାର ଏବେ ଦୃତ ଗତିରେ ବଢି ଚାଲିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୪୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫୩୧ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୮୪ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 310
8. Deogarh: 20
9. Dhenkanal: 5
10. Gajapati: 15
11. Ganjam: 42
12. Jagatsinghpur: 17
13. Jajpur: 78
14. Jharsuguda: 134
15. Kalahandi: 13
16. Kandhamal: 6
17. Kendrapada: 10
18. Keonjhar: 44
19. Khurda: 1223
20. Koraput: 36
21. Mayurbhanj: 80— I & PR Department, Odisha (@IPR_Odisha) January 8, 2022
22. Nawarangpur: 44
23. Nayagarh: 10
24. Nuapada: 23
25. Puri: 100
26. Rayagada: 21
27. Sambalpur: 372
28. Sonepur: 33
29. Sundargarh: 582
30. State Pool: 289New recoveries: 253
Cumulative tested: 26034469
Positive: 1066155
Recovered: 1045971
Active cases: 11663— I & PR Department, Odisha (@IPR_Odisha) January 8, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୫୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୬୧୫୫ ରହିଥିବା ବେଳେ ୧୧୬୬୩ ଜଣ ଚିକିତ୍ସିତ ହେଉଛନ୍ତି ।