ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୧୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୭୦ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୬୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 40
8. Deogarh: 15
9. Dhenkanal: 10
10. Gajapati: 23
11. Ganjam: 16
12. Jagatsinghpur: 14
13. Jajpur: 32
14. Jharsuguda: 20
15. Kalahandi: 12
16. Kandhamal: 25
17. Kendrapada: 18
18. Keonjhar: 10
19. Khurda: 86
20. Koraput: 66
21. Malkangiri: 3
22. Mayurbhanj: 23— I & PR Department, Odisha (@IPR_Odisha) February 17, 2022
23. Nawarangpur: 13
24. Nayagarh: 20
25. Nuapada: 19
26. Puri: 8
27. Rayagada: 22
28. Sambalpur: 179
29. Sonepur: 25
30. Sundargarh: 79
31. State Pool: 19New recoveries: 1639
Cumulative tested: 28656761
Positive: 1280784
Recovered: 1263106
Active cases: 8664— I & PR Department, Odisha (@IPR_Odisha) February 17, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୬୩୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୦୭୮୪ ରହିଥିବା ବେଳେ ୮୬୬୪ ଜଣ ଚିକିତ୍ସିତ ହେଉଛନ୍ତି ।