ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୬୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୮୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 21
8. Deogarh: 5
9. Dhenkanal: 11
10. Gajapati: 30
11. Ganjam: 7
12. Jagatsinghpur: 7
13. Jajpur: 23
14. Jharsuguda: 13
15. Kalahandi: 3
16. Kandhamal: 4
17. Kendrapada: 15
18. Keonjhar: 8
19. Khurda: 53
20. Koraput: 12
21. Malkangiri: 3
22. Mayurbhanj: 20— I & PR Department, Odisha (@IPR_Odisha) February 21, 2022
23. Nawarangpur: 8
24. Nayagarh: 13
25. Nuapada: 8
26. Puri: 3
27. Rayagada: 20
28. Sambalpur: 24
29. Sundargarh: 16
30. State Pool: 13New recoveries: 1049
Cumulative tested: 28879806
Positive: 1282869
Recovered: 1268158
Active cases: 5632— I & PR Department, Odisha (@IPR_Odisha) February 21, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୦୪୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୨୮୬୯ ରହିଥିବା ବେଳେ ୫୬୩୨ ଜଣ ଚିକିତ୍ସିତ ହେଉଛନ୍ତି ।