ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୧୧ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 5
8. Dhenkanal: 3
9. Gajapati: 27
10. Ganjam: 17
11. Jagatsinghpur: 2
12. Jajpur: 52
13. Jharsuguda: 17
14. Kalahandi: 4
15. Kandhamal: 2
16. Kendrapada: 12
17. Keonjhar: 4
18. Khurda: 25
19. Koraput: 1
20. Malkangiri: 1
21. Mayurbhanj: 16
22. Nawarangpur: 5— I & PR Department, Odisha (@IPR_Odisha) February 25, 2022
23. Nayagarh: 2
24. Nuapada: 7
25. Puri: 4
26. Rayagada: 8
27. Sambalpur: 29
28. Sonepur: 1
29. Sundargarh: 39
30. State Pool: 6New recoveries: 825
Cumulative tested: 29099079
Positive: 1284323
Recovered: 1271843
Active cases: 3375— I & PR Department, Odisha (@IPR_Odisha) February 25, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୨୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୪୩୨୩ ରହିଥିବା ବେଳେ ୩୩୭୫ ଜଣ ଚିକିତ୍ସିତ ହେଉଛନ୍ତି ।