ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୭୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
8. Deogarh: 3
9. Dhenkanal: 1
10. Gajapati: 24
11. Ganjam: 1
12. Jagatsinghpur: 3
13. Jajpur: 15
14. Jharsuguda: 21
15. Kalahandi: 3
16. Kandhamal: 1
17. Kendrapada: 1
18. Khurda: 23
19. Koraput: 4
20. Mayurbhanj: 8
21. Nawarangpur: 3
22. Puri: 1
23. Rayagada: 5
24. Sambalpur: 22— I & PR Department, Odisha (@IPR_Odisha) February 28, 2022
25. Sundargarh: 7
26. State Pool: 5New recoveries: 382
Cumulative tested: 29263056
Positive: 1285038
Recovered: 1273304
Active cases: 2610— I & PR Department, Odisha (@IPR_Odisha) February 28, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୩୮୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୫୦୮୩ ରହିଥିବା ବେଳେ ୨୬୧୦ ଜଣ ଚିକିତ୍ସିତ ହେଉଛନ୍ତି ।