ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ ସଂକ୍ରମଣ ତଳକୁ ଖସୁଛି । ଯାହାଫଳରେ ଗତକାଲି ୩ ହଜାର ତଳେ ମାମଲା ଚିହ୍ନଟ ହୋଇଥିଲା କିନ୍ତୁ ଆଜି ପୁଣି ମାମଲାରେ ବୃଦ୍ଧି ଘଟିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୨୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫୨୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 33
7. Cuttack: 501
8. Deogarh: 8
9. Dhenkanal: 56
10. Gajapati: 24
11. Ganjam: 22
12. Jagatsinghpur: 145
13. Jajpur: 256
14. Jharsuguda: 11
15. Kalahandi: 21
16. Kandhamal: 38
17. Kendrapada: 119
18. Keonjhar: 65
19. Khurda: 651
20. Koraput: 69
21. Malkangiri: 61— I & PR Department, Odisha (@IPR_Odisha) June 26, 2021
22. Mayurbhanj: 196
23. Nawarangpur: 22
24. Nayagarh: 100
25. Nuapada: 20
26. Puri: 233
27. Rayagada: 61
28. Sambalpur: 18
29. Sonepur: 29
30. Sundargarh: 71
31. State Pool: 100New recovery: 3644
Cumulative tested: 13486082
Positive: 897062
Recovered: 860142
Active case: 33019— I & PR Department, Odisha (@IPR_Odisha) June 26, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୩୬୪୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨ ରହିଥିବା ବେଳେ ଏହି ରୋଗରୁ ୮୬୦୧୪୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୩୦୧୯ ଜଣ ଚିକିତ୍ସିତ ହେଉଛନ୍ତି ।