ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 16
7. Cuttack: 566
8. Deogarh: 4
9. Dhenkanal: 69
10. Gajapati: 12
11. Ganjam: 18
12. Jagatsinghpur: 130
13. Jajpur: 194
14. Jharsuguda: 11
15. Kalahandi: 31
16. Kandhamal: 23
17. Kendrapada: 134
18. Keonjhar: 65
19. Khurda: 440
20. Koraput: 59
21. Malkangiri: 71— I & PR Department, Odisha (@IPR_Odisha) June 28, 2021
22. Mayurbhanj: 199
23. Nawarangpur: 39
24. Nayagarh: 111
25. Nuapada: 4
26. Puri: 175
27. Rayagada: 43
28. Sambalpur: 29
29. Sonepur: 17
30. Sundargarh: 36
31. State Pool: 90New recovery: 3578
Cumulative tested: 13620526
Positive: 903789
Recovered: 867402
Active cases: 32404— I & PR Department, Odisha (@IPR_Odisha) June 28, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୩୫୭୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୩୭୮୯ ରହିଥିବା ବେଳେ ଏହି ରୋଗରୁ ୮୬୭୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୨୪୦୪ ଜଣ ଚିକିତ୍ସିତ ହେଉଛନ୍ତି ।