ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୭୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୩୧୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 35
7. Cuttack: 462
8. Deogarh: 3
9. Dhenkanal: 95
10. Gajapati: 16
11. Ganjam: 22
12. Jagatsinghpur: 60
13. Jajpur: 205
14. Jharsuguda: 5
15. Kalahandi: 17
16. Kandhamal: 28
17. Kendrapada: 70
18. Keonjhar: 72
19. Khurda: 584
20. Koraput: 77
21. Malkangiri: 84— I & PR Department, Odisha (@IPR_Odisha) July 1, 2021
22. Mayurbhanj: 154
23. Nawarangpur: 35
24. Nayagarh: 110
25. Nuapada: 6
26. Puri: 189
27. Rayagada: 21
28. Sambalpur: 31
29. Sonepur: 24
30. Sundargarh: 59
31. State Pool: 97New recovery: 3233
Cumulative tested: 13833870
Positive: 912887
Recovered: 877540
Active cases: 31231— I & PR Department, Odisha (@IPR_Odisha) July 1, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୩୨୩୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୨୮୮୭ ରହିଥିବା ବେଳେ ଏହି ରୋଗରୁ ୮୭୭୫୪୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୧୨୩୧ ଜଣ ଚିକିତ୍ସିତ ହେଉଛନ୍ତି ।