ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୩୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୯୦ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 2
7. Cuttack: 160
8. Deogarh: 9
9. Dhenkanal: 39
10. Gajapati: 2
11. Ganjam: 8
12. Jagatsinghpur: 67
13. Jajpur: 84
14. Jharsuguda: 5
15. Kalahandi: 5
16. Kandhamal: 16
17. Kendrapada: 47
18. Keonjhar: 29
19. Khurda: 532
20. Koraput: 4
21. Malkangiri: 5— I & PR Department, Odisha (@IPR_Odisha) July 27, 2021
22. Mayurbhanj: 53
23. Nawarangpur: 6
24. Nayagarh: 38
25. Nuapada: 10
26. Puri: 96
27. Rayagada: 12
28. Sambalpur: 14
29. Sonepur: 22
30. Sundargarh: 22
31. State Pool: 113New recoveries: 2204
Cumulative tested: 15718890
Positive: 970814
Recovered: 947381
Active cases: 17746— I & PR Department, Odisha (@IPR_Odisha) July 27, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୨୦୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୦୮୧୪ ରହିଥିବା ବେଳେ ଏହି ରୋଗରୁ ୯୪୭୩୮୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୭୭୪୬ ଜଣ ଚିକିତ୍ସିତ ହେଉଛନ୍ତି ।