ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୩୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 2
7. Cuttack: 154
8. Deogarh: 8
9. Dhenkanal: 25
10. Gajapati: 6
11. Ganjam: 8
12. Jagatsinghpur: 82
13. Jajpur: 43
14. Jharsuguda: 3
15. Kalahandi: 6
16. Kandhamal: 10
17. Kendrapada: 18
18. Keonjhar: 23
19. Khurda: 237
20. Koraput: 9
21. Malkangiri: 6— I & PR Department, Odisha (@IPR_Odisha) August 2, 2021
22. Mayurbhanj: 20
23. Nawarangpur: 6
24. Nayagarh: 30
25. Nuapada: 1
26. Puri: 82
27. Rayagada: 8
28. Sambalpur: 19
29. Sonepur: 10
30. Sundargarh: 23
31. State Pool: 50New recoveries: 1773
Cumulative tested: 16164543
Positive: 979737
Recovered: 958601
Active cases: 15050— I & PR Department, Odisha (@IPR_Odisha) August 2, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୭୭୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୭୩୭ ରହିଥିବା ବେଳେ ଏହି ରୋଗରୁ ୯୫୮୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୫୦୫୦ ଜଣ ଚିକିତ୍ସିତ ହେଉଛନ୍ତି ।