ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ ସଂକ୍ରମଣ ତଳକୁ ଖସୁଛି । ଯାହାଫଳରେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ଖସିଥିଲା କିନ୍ତୁ ଆଜି ପୁଣି ୩ ହଜାର ଉପରେ ମାମଲା ଚିହ୍ନଟ ହୋଇଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୭୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୮୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 25
7. Cuttack: 480
8. Deogarh: 11
9. Dhenkanal: 57
10. Gajapati: 17
11. Ganjam: 19
12. Jagatsinghpur: 81
13. Jajpur: 267
14. Jharsuguda: 20
15. Kalahandi: 21
16. Kandhamal: 31
17. Kendrapada: 147
18. Keonjhar: 73
19. Khurda: 499
20. Koraput: 81
21. Malkangiri: 82— I & PR Department, Odisha (@IPR_Odisha) June 23, 2021
22. Mayurbhanj: 180
23. Nawarangpur: 42
24. Nayagarh: 126
25. Nuapada: 16
26. Puri: 289
27. Rayagada: 56
28. Sambalpur: 39
29. Sonepur: 43
30. Sundargarh: 90
31. State Pool: 81New recovery: 4159
Cumulative tested: 13283652
Positive: 886946
Recovered: 848960
Active cases: 34216— I & PR Department, Odisha (@IPR_Odisha) June 23, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୪୧୫୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮୬୯୪୬ ରହିଥିବା ବେଳେ ଏହି ରୋଗରୁ ୮୪୮୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୪୨୧୬ ଜଣ ଚିକିତ୍ସିତ ହେଉଛନ୍ତି ।