ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୪୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୬୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 28
7. Cuttack: 553
8. Deogarh: 4
9. Dhenkanal: 73
10. Gajapati: 14
11. Ganjam: 17
12. Jagatsinghpur: 103
13. Jajpur: 258
14. Jharsuguda: 19
15. Kalahandi: 15
16. Kandhamal: 19
17. Kendrapada: 110
18. Keonjhar: 70
19. Khurda: 582
20. Koraput: 76
21. Malkangiri: 73— I & PR Department, Odisha (@IPR_Odisha) June 27, 2021
22. Mayurbhanj: 158
23. Nawarangpur: 43
24. Nayagarh: 160
25. Nuapada: 6
26. Puri: 215
27. Rayagada: 77
28. Sambalpur: 28
29. Sonepur: 16
30. Sundargarh: 37
31. State Pool: 95New recovery: 3682
Cumulative tested: 13554417
Positive: 900470
Recovered: 863824
Active cases: 32706— I & PR Department, Odisha (@IPR_Odisha) June 27, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୩୬୮୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦୪୭୦ ରହିଥିବା ବେଳେ ଏହି ରୋଗରୁ ୮୬୩୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୨୭୦୬ ଜଣ ଚିକିତ୍ସିତ ହେଉଛନ୍ତି ।