ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦୮୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 7
7. Cuttack: 428
8. Deogarh: 7
9. Dhenkanal: 34
10. Gajapati: 15
11. Ganjam: 13
12. Jagatsinghpur: 128
13. Jajpur: 139
14. Jharsuguda: 24
15. Kalahandi: 10
16. Kandhamal: 19
17. Kendrapada: 167
18. Keonjhar: 69
19. Khurda: 424
20. Koraput: 40
21. Malkangiri: 42— I & PR Department, Odisha (@IPR_Odisha) July 8, 2021
22. Mayurbhanj: 124
23. Nawarangpur: 12
24. Nayagarh: 78
25. Nuapada: 8
26. Puri: 150
27. Rayagada: 37
28. Sambalpur: 28
29. Sonepur: 5
30. Sundargarh: 57
31. State Pool: 77New recoveries: 2920
Cumulative tested: 14335808
Positive: 932330
Recovered: 900282
Active cases: 27580— I & PR Department, Odisha (@IPR_Odisha) July 8, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୯୨୦ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୨୩୩୦ ରହିଥିବା ବେଳେ ଏହି ରୋଗରୁ ୯୦୦୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୭୫୮୦ ଜଣ ଚିକିତ୍ସିତ ହେଉଛନ୍ତି ।