ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ଗତକାଲି ଖସିଥିଲା ଆଜି ପୁଣି ବଢିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୮୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 3
7. Cuttack: 210
8. Deogarh: 4
9. Dhenkanal: 41
10. Gajapati: 19
11. Ganjam: 14
12. Jagatsinghpur: 108
13. Jajpur: 132
14. Jharsuguda: 2
15. Kalahandi: 10
16. Kandhamal: 18
17. Kendrapada: 94
18. Keonjhar: 24
19. Khurda: 528
20. Koraput: 16
21. Malkangiri: 19— I & PR Department, Odisha (@IPR_Odisha) July 20, 2021
22. Mayurbhanj: 84
23. Nawarangpur: 18
24. Nayagarh: 60
25. Nuapada: 5
26. Puri: 106
27. Rayagada: 14
28. Sambalpur: 36
29. Sonepur: 4
30. Sundargarh: 25
31. State Pool: 110New recoveries: 2248
Cumulative tested: 15206338
Positive: 958059
Recovered: 932666
Active cases: 20168— I & PR Department, Odisha (@IPR_Odisha) July 20, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୨୪୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୮୦୫୯ ରହିଥିବା ବେଳେ ଏହି ରୋଗରୁ ୯୩୨୬୬୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୦୧୬୮ ଜଣ ଚିକିତ୍ସିତ ହେଉଛନ୍ତି ।