ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ପୁଣି ଉପରମୁହାଁ ହୋଇଛି କରୋନା ମିଟର । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ବୃଦ୍ଧି ହେଉଛି ମାମଲା ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟାରେ ୧୮୦୫ ନୂତନ ମାମଲା ସାମ୍ନାକୁ ଆସିଛି । ଯାହା ପୂର୍ବାପେକ୍ଷା ଅଧିକ ରହିଛି ।