ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୪୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 4th July
New Positive Cases: 469
In Quarantine: 317
Local Contacts: 152(Details of local contacts will be shared by concerned Dist Administration)
District Wise Cases
1. Angul: 11
2. Balasore: 8
3. Bhadrak: 16
4. Bolangir: 3
5. Cuttack: 94
6. Gajapati: 12— I & PR Department, Odisha (@IPR_Odisha) July 5, 2020
ଆଜି ଚିହ୍ନଟ ହୋଇଥିବା ୪୬୯ ଜଣଙ୍କ ମଧ୍ୟରୁ ଅନୁଗୁଳର ୧୧, ବାଲେଶ୍ୱରର ୮, ଭଦ୍ରକର ୧୬, ବଲାଙ୍ଗୀରର ୩, କଟକର ୯୪, ଗଜପତିର ୧୨, ଗଞ୍ଜାମର ୧୧୬, ଯାଜପୁରର ୨୫, କଳାହାଣ୍ଡିର ୨, କନ୍ଧମାଳର ୧, କେନ୍ଦ୍ରପଡାର ୫, କେନ୍ଦୁଝରର ୨୫, ଖୋର୍ଦ୍ଧାର ୨୭, ମାଲକାନାଗିରିର ୧, ମୟୁରଭଞ୍ଜର ୬, ନବରଙ୍ଗପୁରର ୨, ନୟାଗଡର ୨୪, ପୁରୀର ୮, ସମ୍ବଲପୁରର ୧୩, ସୁନ୍ଦରଗଡର ୬୬ ଏବଂ ୪ ଜଣ ଏନଡିଆରଏଫ କର୍ମୀ (ଅମ୍ପାନ ଡ୍ୟୁଟି ସାରି କୋଲକାତାରୁ ଫେରିଥିଲେ) ।
21. NDRF personnel: 4
(Returned from Amphan duty)New Recoveries: 229
Cumulative Tested: 292407
Positive: 9070
Recovered: 5934
Active Cases: 3090— I & PR Department, Odisha (@IPR_Odisha) July 5, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ କୁ ବୃଦ୍ଧି ପାଇଛି । ସେଥିରୁ ୫୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୩୦୯୦ ଚିକିତ୍ସିତ ହେଉଛନ୍ତି ।