ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୩୭୬ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୫୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 25th July
New Positive Cases: 1376
In Quarantine: 917
Local Contacts: 459(Details of local contacts will be shared by concerned District Administration)
District Wise Cases
1. Angul: 5
2. Balasore: 29
3. Bargarh: 7
4. Bhadrak: 10
5. Balangir: 19— I & PR Department, Odisha (@IPR_Odisha) July 26, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୫, ବାଲେଶ୍ୱରର ୨୯, ବରଗଡର ୭,ଭଦ୍ରକର ୧୦, ବଲାଙ୍ଗିରର ୧୯, ବୌଦ୍ଧର ୮, କଟକର ୭୫, ଦେଓଗଡର ୧୧, ଢେଙ୍କାନାଳର ୧୫,ଗଜପତିର ୭୪, ଗଞ୍ଜାମର ୪୮୪, ଜଗତସିଂହପୁରର ୧୧, ଯାଜପୁରର ୮, ଝାରସୁଗୁଡାର ୬, କଳାହାଣ୍ଡିର ୧୧, କନ୍ଧମାଳର ୧୨, କେନ୍ଦ୍ରାପଡାର ୧୧, କେନ୍ଦୁଝରର ୧୦୩, ଖୋର୍ଦ୍ଧାର ୧୮୭, କୋରାପୁଟର ୭, ମାଲକାନାଗିରିର ୧୫,ମୟୁରଭଞ୍ଜର ୨୨, ନବରଙ୍ଗପୁରର ୨୧, ନୟାଗଡର ୩୦, ନୂଆପଡାର ୪,ପୁରୀର ୯୧, ରାୟଗଡାର ୪୫, ସମ୍ବଲପୁରର ୧୭,ସୋନପୁର ୫ ଏବଂ ସୁନ୍ଦରଗଡର ୩୩ ଜଣ ରହିଛନ୍ତି । ସର୍ବମୋଟ ୩୦ ଟି ଜିଲ୍ଲାର ୧୩୭୬ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 22
23. Nawarangpur: 21
24. Nayagarh: 30
25. Nuapada: 4
26. Puri: 91
27. Rayagada: 45
28. Sambalpur: 17
29. Sonepur: 5
30. Sundargarh: 33New Recoveries: 728
Cumulative Tested: 458120
Positive: 25389
Recovered: 15928
Active Cases: 9287— I & PR Department, Odisha (@IPR_Odisha) July 26, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୮୯ କୁ ବୃଦ୍ଧି ପାଇଛି । ସେଥିରୁ ୧୫୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୯୨୮୭ ଜଣ ଚିକିତ୍ସିତ ହେଉଛନ୍ତି ।