ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ଲାଗୁନି ବ୍ରେକ୍ । ପୁରା କଲବଲ କରି ରଖିଛି । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୪୯୯ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 30th July
New Positive Cases: 1499
In Quarantine: 914
Local Contacts: 585(Details of local contacts will be shared by concerned District Administration)
District Wise Cases
1. Angul: 25
2. Balasore: 37
3. Bargarh: 10
4. Bhadrak: 1
5. Balangir: 19— I & PR Department, Odisha (@IPR_Odisha) July 31, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୨୫, ବାଲେଶ୍ୱରର ୩୭, ବରଗଡର ୧୦,ଭଦ୍ରକର ୧, ବଲାଙ୍ଗିରର ୧୯, କଟକର ୨୮, ଦେଓଗଡର ୨, ଢେଙ୍କାନାଳର ୯୨,ଗଜପତିର ୯୭, ଗଞ୍ଜାମର ୩୬୮, ଜଗତସିଂହପୁରର ୧୫, ଯାଜପୁରର ୧୯, ଝାରସୁଗୁଡାର ୭, କଳାହାଣ୍ଡିର ୪୪, କନ୍ଧମାଳର ୫୦, କେନ୍ଦ୍ରାପଡାର ୧୪, କେନ୍ଦୁଝରର ୧୬, ଖୋର୍ଦ୍ଧାର ୨୧୪, କୋରାପୁଟର ୮୧, ମାଲକାନାଗିରିର ୨୬,ମୟୁରଭଞ୍ଜର ୧୩, ନବରଙ୍ଗପୁରର ୩୩, ନୟାଗଡର ୬୭, ପୁରୀର ୩୬, ରାୟଗଡାର ୪୦, ସମ୍ବଲପୁରର ୫୬, ସୋନପୁର ୫ ଏବଂ ସୁନ୍ଦରଗଡର ୭୫ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୪୯୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 33
23. Nayagarh: 67
24. Nuapada: 9
25. Puri: 36
26. Rayagada: 40
27. Sambalpur: 56
28. Sonepur: 5
29. Sundargarh: 75New Recoveries: 807
Cumulative Tested: 514573
Positive: 31877
Recovered: 19745
Active Cases: 11918— I & PR Department, Odisha (@IPR_Odisha) July 31, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୭ କୁ ବୃଦ୍ଧି ପାଇଛି । ସେଥିରୁ ୧୯୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୧୯୧୮ ଜଣ ଚିକିତ୍ସିତ ହେଉଛନ୍ତି ।