ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଆତଙ୍କ । ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୩୪୧ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୧୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 10th August
New Positive Cases: 1341
In quarantine: 818
Local contacts: 523(Details of local contacts will be shared by concerned District Administration)
District Wise Cases
1. Angul: 4
2. Balasore: 54
3. Bargarh: 56
4. Bhadrak: 83
5. Balangir: 27— I & PR Department, Odisha (@IPR_Odisha) August 11, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୪, ବାଲେଶ୍ୱରର ୫୪, ବରଗଡର ୫୬,ଭଦ୍ରକର ୮୩,ବଲାଙ୍ଗିରର ୨୭, ବୌଦ୍ଧର ୧୦, କଟକର ୭୬, ଢେଙ୍କାନାଳର ୧୪,ଗଜପତିର ୨୦, ଗଞ୍ଜାମର ୨୨୭, ଜଗତସିଂହପୁରର ୧୬, ଯାଜପୁରର ୧୫, ଝାରସୁଗୁଡାର ୬୭, କଳାହାଣ୍ଡିର ୨୫, କନ୍ଧମାଳର ୧୬, କେନ୍ଦ୍ରାପଡାର ୨୭, କେନ୍ଦୁଝରର ୨୩, ଖୋର୍ଦ୍ଧାର ୨୧୮, କୋରାପୁଟର ୪୫, ମାଲକାନାଗିରିର ୧୭,ମୟୁରଭଞ୍ଜର ୦୯, ନବରଙ୍ଗପୁରର ୬, ନୟାଗଡର ୫୭, ନୂଆପଡାର ୭,ପୁରୀର ୧୬, ରାୟଗଡାର ୭୫, ସମ୍ବଲପୁରର ୨୬, ସୋନପୁର ୧୪ ଏବଂ ସୁନ୍ଦରଗଡର ୯୧ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୩୪୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୨୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 6
23. Nayagarh: 57
24. Nuapada: 7
25. Puri: 16
26. Rayagada: 75
27. Sambalpur: 26
28. Sonepur: 14
29. Sundargarh: 91New Recoveries: 1236
Cumulative Tested: 692301
Positive: 48796
Recovered: 33020
Active Cases: 15427— I & PR Department, Odisha (@IPR_Odisha) August 11, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬ କୁ ବୃଦ୍ଧି ପାଇଛି । ସେଥିରୁ ୩୩୦୨୦ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୫୪୨୭ ଜଣ ଚିକିତ୍ସିତ ହେଉଛନ୍ତି ।