ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ସୁଧୁରିବାର ନାଁ ଧରୁନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୨୮୧୯ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬୯୧ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୨୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 21st August
New Positive Cases: 2819
In quarantine: 1691
Local contacts: 1128(Details of local contacts will be shared by concerned District Administration)
District Wise Cases
1. Angul: 23
2. Balasore: 105
3. Bargarh: 136
4. Bhadrak: 77
5. Balangir: 56— I & PR Department, Odisha (@IPR_Odisha) August 22, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୨୩, ବାଲେଶ୍ୱରର ୧୦୫, ବରଗଡର ୧୩୬,ଭଦ୍ରକର ୭୭,ବଲାଙ୍ଗିରର ୫୬, ବୌଦ୍ଧର ୬, କଟକର ୨୫୭, ଢେଙ୍କାନାଳର ୧୦୦,ଗଜପତିର ୬୨, ଗଞ୍ଜାମର ୧୯୨, ଜଗତସିଂହପୁରର ୪୮, ଯାଜପୁରର ୧୨୦, ଝାରସୁଗୁଡାର ୬୩, କଳାହାଣ୍ଡିର ୫୫, କନ୍ଧମାଳର ୪୪, କେନ୍ଦ୍ରାପଡାର ୬୨, କେନ୍ଦୁଝରର ୭, ଖୋର୍ଦ୍ଧାର ୪୪୩, କୋରାପୁଟର ୮୧, ମାଲକାନାଗିରିର ୮୩,ମୟୁରଭଞ୍ଜର ୨୧୯, ନବରଙ୍ଗପୁରର ୪୩, ନୟାଗଡର ୬୪, ନୂଆପଡାର ୧,ପୁରୀର ୧୦୯, ରାୟଗଡାର ୧୪୭, ସମ୍ବଲପୁରର ୧୪୫, ସୋନପୁର ୧୪ ଏବଂ ସୁନ୍ଦରଗଡର ୫୭ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୨୮୧୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 43
23. Nayagarh: 64
24. Nuapada: 1
25. Puri: 109
26. Rayagada: 147
27. Sambalpur: 145
28. Sonepur: 14
29. Sundargarh: 57New Recoveries: 1927
Cumulative Tested: 1233805
Positive: 75537
Recovered: 50503
Active Cases: 24582— I & PR Department, Odisha (@IPR_Odisha) August 22, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭ କୁ ବୃଦ୍ଧି ପାଇଛି । ସେଥିରୁ ୫୦୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୪୫୮୨ ଜଣ ଚିକିତ୍ସିତ ହେଉଛନ୍ତି ।