ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପରମୁହାଁ । ବଢିଚାଲିଛି ପଛେ ଥମିବାର ନାଁ ଧରୁନି । ଏବେ ପୁଣି ଆଉ ୪୨୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୦୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୩୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 20th September
New Positive Cases: 4242
In quarantine: 2503
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 130
2. Balasore: 155
3. Bargarh: 114
4. Bhadrak: 114
5. Balangir: 68— I & PR Department, Odisha (@IPR_Odisha) September 21, 2020
22. Mayurbhanj: 171
23. Nawarangpur: 54
24. Nayagarh: 53
25. Nuapada: 58
26. Puri: 182
27. Rayagada: 134
28. Sambalpur: 113
29. Sonepur: 19
30. Sundargarh: 133
31. State Pool: 206New Recovery: 4018
Cumulative Tested: 2814734
Positive: 184122
Recovered: 145675
Active Case: 37684— I & PR Department, Odisha (@IPR_Odisha) September 21, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୦୧୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୧୨୨ କୁ ବୃଦ୍ଧି ପାଇଥିବା ବେଳେ ୧୪୫୬୭୫ ଜଣ ସୁସ୍ଥ ହୋଇସାରିଲେଣି ଏବଂ ୩୭୬୮୪ ଜଣ ଚିକିତ୍ସିତ ହେଉଛନ୍ତି ।