ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ବଢିଚାଲିଛି ପଛେ ଥମିବାର ନାଁ ଧରୁନି । ଏବେ ପୁଣି ଆଉ ୪୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୬୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୪୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 24th September
New Positive Cases: 4208
In quarantine: 2462
Local contacts: 1746(Details of local contacts will be shared by concerned Dist Administration)
District Wise Cases
1. Angul: 194
2. Balasore: 118
3. Bargarh: 114
4. Bhadrak: 48
5. Balangir: 76— I & PR Department, Odisha (@IPR_Odisha) September 25, 2020
22. Mayurbhanj: 154
23. Nawrangpur: 131
24. Nayagarh: 52
25. Nuapada: 175
26. Puri: 199
27. Rayagada: 61
28. Sambalpur: 131
29. Sonepur: 26
30. Sundargarh: 80
31. State Pool: 224New Recovery: 3779
Cumulative Tested: 3009183
Positive: 201096
Recovered: quote
Active Cases: 39232— I & PR Department, Odisha (@IPR_Odisha) September 25, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୩୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬ କୁ ବୃଦ୍ଧି ପାଇଥିବା ବେଳେ ୩୯୨୩୨ ଜଣ ଚିକିତ୍ସିତ ହେଉଛନ୍ତି ।